ପାଞ୍ଜି କହିବା Pān̄ji kahibā

  • ଦେ. କ୍ରି. — (ଜ୍ୟୋତିଷ) ଦିନାଦି ପାଞ୍ଜିରୁ ତିଥି, ବାର, ନକ୍ଷତ୍ର ଆଦି ପାଠ କରିବା — (an astrologer) To read out the contents of an almanac
  • ଦେ. କ୍ରି. — [ଦ୍ର—ପୂର୍ବେ ରାଜା ଓ ଧନୀମାନଙ୍କ ନିକଟରେ ପ୍ରତିଦିନ ସକାଳେ ଜ୍ୟୌତିଷ ଆସି ସେଦିନର ପାଞ୍ଜି କହି ଯାଉଥିଲେ। ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀରେ ଦେବପ୍ରତିମାଙ୍କ ଆଗରେ ଗଣକ ଆଗାମୀ ବର୍ଷର ପାଞ୍ଜିରେ ଲେଖାଥିବା ବିଷୟମାନ ପାଠ କରନ୍ତି।]