ପାଞ୍ଚରେ ବସିବା Pān̄chare basibā

  • ଦେ. କ୍ରି — ଭଦ୍ର ସମାଜରେ ଜଣେ ବୋଲି ଗଣ୍ୟ ହେବା — To be counted as a respectable person in society
  • ଦେ. କ୍ରି — ପଞ୍ଚାୟତ ସଭାର ଜଣେ ସଭ୍ୟ ହେବା — To be a member of a board of arbitrators