ପାଞ୍ଚଦଶ Pān̄cha daṡa
- ସଂ. ବିଣ. (ପଞ୍ଚଦଶ+ସମ୍ବନ୍ଧାର୍ଥରେ. ଅ) — ପଞ୍ଚଦଶ ସମ୍ବନ୍ଧୀୟ — Relating to the number fifteen
- ସଂ. ବିଣ. (ପଞ୍ଚଦଶ+ସମ୍ବନ୍ଧାର୍ଥରେ. ଅ) — ପଞ୍ଚଦଶୀ ତିଥି ସମ୍ବନ୍ଧୀୟ — Relating to the 15th day of a lunar fortnight
- ଦେ. ବି. ଓ ବିଣ — ପାଞ୍ଚରୁ ଅଧିକ ଓ ଦଶରୁ ଅନଧିକ — More than five and less than ten