ପାଞ୍ଚଜନ୍ୟ Pān̄chajanya
- ସଂ. ବି. (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ) — ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ — Name of the conch blown by Srikṛshṇa
- ସଂ. ବି. (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ) — [ଦ୍ର—ଶ୍ରୀକୃଷ୍ଣ ଯେଉଁ ସମୟରେ ତାଙ୍କ ଗୁରୁ ସାନ୍ଦିପନ ମୁନିଙ୍କୁ ଗୁରୁଦକ୍ଷିଣା ଦେବା ପରିବର୍ତ୍ତରେ ତାଙ୍କର ହଜିଥିବା ପୁତ୍ରକୁ ଉଦ୍ଧାର କରିବାପାଇଁ ସମୁଦ୍ରରେ ପ୍ରବେଶ କରିଥିଲେ ସେହି ସମୟରେ ପଞ୍ଚଜନ ନାମକ ଏକ ସମୁଦ୍ରବାସୀ ଅସୁରକୁ ମାରି ତାଙ୍କ ଗୁରୁପୁତ୍ରଙ୍କୁ ଛଡ଼ାଇ ଆଣିଥିଲେ ଓ ତାଠାରୁ ଏ ଶଙ୍ଖ ଆଣିଥିଲେ।]
- ସଂ. ବି. (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ) — ଅଗ୍ନି (ମେଦିନୀ) — Fire
- ସଂ. ବି. (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ) — ଏକପ୍ରକାର ମାଛ — A species of fish (M.W.)
- ସଂ. ବି. (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ) — ଜମ୍ବୁଦ୍ୱୀପର ଆଠଟି ଉପଦ୍ୱୀପ ମଧ୍ୟରୁ ଏକ — Name of one of the 8 peninsulas of the mythological island Jambu