ପାଞ୍ଚ ମଥା Pān̄cha mathā

  • ଦେ. ବି—(ସଂ. ପଞ୍ଚନ୍ ଓ ମସ୍ତକ) — ପଞ୍ଚମୁଖ; ପଞ୍ଚାନନ; ମହାଦେବ; ଶିବ — Ṡiba (the five-faced God.)
  • ଦେ. ବି—(ସଂ. ପଞ୍ଚନ୍ ଓ ମସ୍ତକ) — ବିଜେ କର୍ଣ୍ଣ କଟାରି ଯେ ଘେନି ପାଞ୍ଚ ମୁଣ୍ଡ - ସାରଳା ମହାଭାରତ, ବିରାଟ।