ପାଞ୍ଚ ଭୌତିକ Pān̄cha bhautika
- ସଂ. ବିଣ. (ପଞ୍ଚଭୂତ+ସମ୍ବନ୍ଧାର୍ଥେ. ଇକ) — ପଞ୍ଚଭୂତ ସମ୍ବନ୍ଧୀୟ — Relating to the five prime elements of nature
- ସଂ. ବିଣ. (ପଞ୍ଚଭୂତ+ସମ୍ବନ୍ଧାର୍ଥେ. ଇକ) — ପାଞ୍ଚ ଭୌତିକ ଏ ଶରୀର ଆତ୍ମା ନିର୍ଲ୍ଲେପ ନିରାକାର—ଜଗନ୍ନାଥ, ଭାଗବତ।
- ସଂ. ବିଣ. (ପଞ୍ଚଭୂତ+ସମ୍ବନ୍ଧାର୍ଥେ. ଇକ) — ପଞ୍ଚଭୂତରୁ ଉତ୍ପନ୍ନ; ପାଞ୍ଚଭୂତରେ ନିର୍ମିତ — Composed of the five elements of nature
- ସଂ. ବିଣ. (ପଞ୍ଚଭୂତ+ସମ୍ବନ୍ଧାର୍ଥେ. ଇକ) — ଯହିଁରେ ପଞ୍ଚଭୂତ ଥାଏ — Containing the five primary elements
- ସଂ. ବି — ଶରୀର; ଦେହ — The material body