ପାଞ୍ଚ ଭାଙ୍ଗୁଣୀ Pān̄cha bhāṅguṇī

  • ଦେ. ବିଣ. (ସଂ. ପଞ୍ଚ+ଭଙ୍ଗ) — ଯାହା ପାଞ୍ଚ ପରସ୍ତ କରା ଯାଇଅଛି — Folded into five folds or layers
  • ଦେ. ବିଣ. (ସଂ. ପଞ୍ଚ+ଭଙ୍ଗ) — ଯେଉଁ ଦଉଡ଼ି ପାଞ୍ଚ ସରି ସୂତାରେ ବଳା ହୋଇଅଛି — Twisted with five strands