ପାଞ୍ଚ ପଚିଶ Pān̄cha pachiṡa

  • ଦେ. ବି. (ସହଚର; ସଂ. ପଞ୍ଚନ୍; ପଞ୍ଚବିଂଶ) — ସର୍ବସାଧାରଣ — The public; the general public
  • ଦେ. ବି. (ସହଚର; ସଂ. ପଞ୍ଚନ୍; ପଞ୍ଚବିଂଶ) — (ଯଥା—ତାକୁ ପାଞ୍ଚ ପଚିଶ ହସୁଛନ୍ତି।)
  • ଦେ. ବି. ଓ ବିଣ (ସଂଖ୍ୟାବାଚକ) — ବହୁ — Many