ପାଞ୍ଚ ନଖ Pān̄cha nakha

  • ସଂ. ବିଣ. (ପଞ୍ଚ ନଖ+ଅ) — ପାଞ୍ଚ ନଖବିଶିଷ୍ଟ ଜନ୍ତୁର ଚମଡ଼ାରେ ନିର୍ମିତ — Mode of the skin of an animal with 5 claws. (M.W.)
  • ସଂ. ବି — ପାଞ୍ଚ ନଖବିଶିଷ୍ଟ ଜନ୍ତୁର ମାଂସ — The flesh of an animal with five claws. (M.W.)