ପାଞ୍ଚ କୋଡ଼ମେଇ Pān̄cha koṟḍ̠amei
- ଦେ. ବି. (ସଂ. ପଞ୍ଚ+କୁଷ୍ମାଣ୍ଡ) — ଗହମ କାକୁଡ଼ି; ମହାକାଳ; ଏକଜାତୀୟ ବନ୍ୟଲତା — A kind of wild creeper; Citrilus Colocynthis; colocynth
- ଦେ. ବି. (ସଂ. ପଞ୍ଚ+କୁଷ୍ମାଣ୍ଡ) — ପାଞ୍ଚକୋଡ଼ମ୍ବାଇ, ପାଞ୍ଚକୋଡ଼ମେଇଆ, ପାଞ୍ଚକୋଡ଼ମ୍ବେଇ, ଅନ୍ୟରୂପ — ପାଞ୍ଚକୋଡ଼ମ୍ବାଇ, ପାଞ୍ଚକୋଡ଼ମେଇଆ, ପାଞ୍ଚକୋଡ଼ମ୍ବେଇ,ଅନ୍ୟରୂପ
- ଦେ. ବି. (ସଂ. ପଞ୍ଚ+କୁଷ୍ମାଣ୍ଡ) — [ଦ୍ର—ଏହା କୁଷ୍ମାଣ୍ଡାଦିବର୍ଗର ଦୀର୍ଘ ଲତାବିଶେଷ। ଏହା ବଡ଼ବଡ଼ ଗଛରେ ମାଡ଼େ। ପତ୍ର ପାଞ୍ଚ ଆଙ୍ଗୁଳିପରି ପଞ୍ଚ ଶିଖାବିଶିଷ୍ଟ। ପତ୍ରର ପୃଷ୍ଠଭାଗ ରୋମ— ହୀନ, ଫୁଲ ହଳଦିଆ। ପାଚିଲା ଫଳ ଖୁବ୍ ନାଲି। କିନ୍ତୁ ଭିତରର ପଦାର୍ଥ କାଳିଆ ଓ ଗୋବରପରି।]