ପାଞ୍ଚ ଉତର ଶଏ Pān̄cha utara ṡae

  • ଦେ. ବି. ଓ ବିଣ. (ସଂଖ୍ୟାବାଚକ; ସଂ. ପାଞ୍ଚୋତ୍ତରଶତ) — ଏକଶହପାଞ୍ଚ; 105 — ଏକଶହପାଞ୍ଚ;105—One hundred and five
  • ଦେ. ବି. ଓ ବିଣ. (ସଂଖ୍ୟାବାଚକ; ସଂ. ପାଞ୍ଚୋତ୍ତରଶତ) — କୀଚକର ପାଞ୍ଚ ଉତ୍ତରଶଏ ଭାଇ—କୃଷ୍ଣସିଂହ, ମହାଭାରତ, ବିରାଟ।