ପାଞ୍ଚ ଆଙ୍ଗୁଳିଆ Pān̄cha āṅguḻiā

  • ଦେ. ବି. (ବୈଦ୍ୟକ) — ପାଞ୍ଚକୋଡ଼ମାଇ (ଦେଖ) — Pān̄chakoṟḍ̠amāi (See)
  • ଦେ. ବି. (ବୈଦ୍ୟକ) — [ଦ୍ର—ଏହାର ପତ୍ର ପାଞ୍ଚଟି ଆଙ୍ଗୁଠି ପରି ପଞ୍ଚଶିଖା ଯୁକ୍ତ। ଏହାର ମୂଳର ଚୂର୍ଣ୍ଣ ପ୍ରକ୍ଷେପ କଲେ ଉପଦଂଶ ବ୍ରଣ ଶୁଷ୍କ ହୁଏ। ଏହା ବିଷ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]