ପାଞ୍ଚ ଅବକାଶ Pān̄cha abakāṡa

  • ଦେ. ବି — ଦେବତାଙ୍କର ଯେଉଁ 5 ଟି ନିର୍ଦ୍ଦିଷ୍ଟ ସମୟରେ ଏକ ବେଶ ପରିବର୍ତ୍ତନ ଓ ଅନ୍ୟ ବେଶଲାଗି ହେବା ସମୟରେ ଯାତ୍ରୀମାନଙ୍କ ଦର୍ଶନର ଅଭାବ ହେବା ଅବସ୍ଥା — ଦେବତାଙ୍କର ଯେଉଁ5ଟି ନିର୍ଦ୍ଦିଷ୍ଟ ସମୟରେ ଏକ ବେଶ ପରିବର୍ତ୍ତନ ଓ ଅନ୍ୟ ବେଶଲାଗି ହେବା ସମୟରେ ଯାତ୍ରୀମାନଙ୍କ ଦର୍ଶନର ଅଭାବ ହେବା ଅବସ୍ଥା— The five daily recesses of an idol (specially of the Diety Jagannātha at Puri)
  • ଦେ. ବି — ତିନିଧୂପ ପାଞ୍ଚ ଅବକାଶ ଯେ ରାହାସେ—ପ୍ରାଚୀ. ଗୁରୁଭକ୍ତି ଗୀତା।
  • ଦେ. ବି — (ଅବକାଶ ତଳେ ଟୀକା ଦେଖ)