ପାଜିଗିରି Pājigiri

  • ବୈଦେ. ବି.—(ସଂ. ପାଯ୍ୟ+ଫା. ପ୍ରତ୍ୟୟ ଗିରି) — ପାଜି ବା ନୀଚ ଲୋକର ବ୍ୟବହାର — Meanness; vileness
  • ବୈଦେ. ବି.—(ସଂ. ପାଯ୍ୟ+ଫା. ପ୍ରତ୍ୟୟ ଗିରି) — ଦୁଷ୍ଟତା; ଖଳତା — Wickedness