ପାଛୋଣି Pāchhoṇi

  • ଦେ. ବି. — ଏକପ୍ରକାର ବାସନ (ନନ୍ଦେ) — A kind of utensil
  • ଦେ. ବି. — ଗଡ଼ ସୁନାଗରିଆ ନାକୁଆ ଖୋରା କମ, କୁଡ଼ କି କଂସା ଥାଳି ପାଛୋଣି ପଲମ—ପୀତାମ୍ବର. ନୃସିଂହପୁରାଣ।