ପାଛୋଟିବା Pāchhoṭibā
- ଦେ. କ୍ରି.—(ସଂ. ପ୍ରତ୍ୟୁଦ୍ଗମନ; ପ୍ରତ୍ୟୁଦବ୍ରଜନ; ତୁଳ. ସଂ. ପ୍ରସ୍ଥାପନ) — ବଳାଇ ଦେବା; ବିଦାୟ ଦେବା ନିମନ୍ତେ ବନ୍ଧୁ ବା ମାନ୍ୟ ବ୍ୟକ୍ତିଙ୍କ ସଙ୍ଗରେ କିଛିଦୂର ବଳାଇ ଦେବାକୁ ଯିବା; ପାଛୋଟି ଯିବା — To accompany a departing honoured guest for some distance to see him off
- ଦେ. କ୍ରି.—(ସଂ. ପ୍ରତ୍ୟୁଦ୍ଗମନ; ପ୍ରତ୍ୟୁଦବ୍ରଜନ; ତୁଳ. ସଂ. ପ୍ରସ୍ଥାପନ) — ଆଗନ୍ତୁକ ବନ୍ଧୁ ବା ମାନ୍ୟ ବ୍ୟକ୍ତି ଆପଣା ନିକଟରେ ପହଞ୍ଚିବା ପୂର୍ବରୁ ଖଣ୍ଡଦୂରକୁ ଯାଇ ତାଙ୍କୁ ସାଙ୍ଗେ ସାଙ୍ଗେ ଆଣିବା — To advance to some distance to meet an incoming honoured guest and accompany him to the destination
- ଦେ. କ୍ରି.—(ସଂ. ପ୍ରତ୍ୟୁଦ୍ଗମନ; ପ୍ରତ୍ୟୁଦବ୍ରଜନ; ତୁଳ. ସଂ. ପ୍ରସ୍ଥାପନ) — ପାଛୋଟି ଖଣ୍ଡେ ଦୂର ଯାଇ, ସାଷ୍ଟାଙ୍ଗେ ଦଣ୍ଡବତ ହୋଇ। ଭୂପତି, ପ୍ରେମପଞ୍ଚାମୃତ।