ପାଛୁଡ଼ିବା Pāchhuṟḍ̠ibā

  • ଦେ. କ୍ରି—(ସଂ. ପ୍ର+ସ୍ଫୁଟ୍ ଧାତୁ; ପ୍ରସ୍ଫୋଟନ=ସୂର୍ପ ବା କୁଲା ଓ ସୂର୍ପଚାଳନ) — କୁଲାଦ୍ୱାରା ଧାନ ଚାଉଳ ଆଦିରୁ ତୁଷ ଓ ଆବର୍ଜନା ଆଦି ଦୂର କରିବା — To winnow; to remove husks from grains with the help of the winnowing fan
  • ପ୍ରାଦେ. (ଗଞ୍ଜାମ)—କ୍ରି. — ବଳୁଆ ଯୁବକମାନେ ଶଗଡ଼ ଚକର ତୁମ୍ବକୁ ନିଜର ଲାହି ପାଖେ ଲଗାଇ ରଖି ଶଗଡ଼ର ପହିକୁ ଦୁଇ ହାତରେ ଧରି ଚକକୁ କୁଲା ପାଛୁଡ଼ିବା ପରି ଉପରକୁ ଓ ତଳକୁ ସଞ୍ଚାଳିତ କରି ବ୍ୟାୟାମ କରିବା — To move the rim of a cart-wheel up and down with the hands like a winnowing fan by fixing its hub at one's navel