ପାଛୁଡ଼ା Pāchhuṟḍ̠ā
- ଦେ. ବି—[ସଂ. ପକ୍ଷପଟ; ପ୍ରା. ପଚ୍ଛଡ଼ (ହି. ଶବ୍ଦସାଗର); ସଂ ପ୍ରଚ୍ଛଦ. ତୁଳ. ପା—ପାଚ୍ଛଡ଼ା] — ଉତ୍ତରୀୟ; ଚାଦର; ବହିର୍ବାସ — Sheet; scarf
- ଦେ. ବି—[ସଂ. ପକ୍ଷପଟ; ପ୍ରା. ପଚ୍ଛଡ଼ (ହି. ଶବ୍ଦସାଗର); ସଂ ପ୍ରଚ୍ଛଦ. ତୁଳ. ପା—ପାଚ୍ଛଡ଼ା] — ପାଛୁଡ଼ାରେ ପୂରାଇ ଅଣ୍ଟାରେ ବାନ୍ଧିଲେ, କାନ୍ଧେ ଛତା ଧରି ଯେ ଯାହା ଘରେ ଗଲେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି—[ସଂ. ପକ୍ଷପଟ; ପ୍ରା. ପଚ୍ଛଡ଼ (ହି. ଶବ୍ଦସାଗର); ସଂ ପ୍ରଚ୍ଛଦ. ତୁଳ. ପା—ପାଚ୍ଛଡ଼ା] — [ଦ୍ର—ଲୁଗାକୁ ପିନ୍ଧା ଓ ଚାଦରକୁ ପାଛୁଡ଼ା କହନ୍ତି।]
- ଦେ. ବି—[ସଂ. ପକ୍ଷପଟ; ପ୍ରା. ପଚ୍ଛଡ଼ (ହି. ଶବ୍ଦସାଗର); ସଂ ପ୍ରଚ୍ଛଦ. ତୁଳ. ପା—ପାଚ୍ଛଡ଼ା] — (ସଂ. ପ୍ରସ୍ଫୋଟନ+ତାଡ଼ନ) ପାଛୁଡ଼ିବା — Winnowing
- ଦେ. ବିଣ. — କୁଲାଦ୍ୱାରା ପରିଷ୍କୃତ ହୋଇଥିବା (ଶସ୍ୟାଦି) — Winnowed