ପାଚକ ପାଣି Pāchaka pāṇi

  • ପ୍ରାଦେ. (ପୁରୀ) ବି. (ସଂ. ପାଚକ+ପାନୀୟ) — ଭାଙ୍ଗ; ପତି, ମରିଚ ଓ ମସଲା ଘୋଟାପାଣି; ସିଦ୍ଧି — Bhāṅg; Ganja leaves and black pepper and other spices pasted together and mixed with water and made into a drink