ପାଗଳ Pāgaḻa
- ସଂ. ବି. ପୁଂ — ବାୟା ଲୋକ — A mad man
- ସଂ. ବିଣ. ପୁଂ — ବୟା; ବାତୁଳ; ବିକୃତମସ୍ତିଷ୍କ — Mad; deranged in mind
- ସଂ. ବିଣ. ପୁଂ — ଶୃଗାଳ ପାଗଳ ହୋଇ, ସିଂହ ପୁରେ ପଶି ଯାଇ। ବିଶ୍ୱନାଥ; ବିଚିତ୍ରରାମାୟଣ।
- ସଂ. ବିଣ. ପୁଂ — ବିମୁଗ୍ଧ — Enchanted; charmed
- ସଂ. ବିଣ. ପୁଂ — ବାତୁଳ ପରି କ୍ରୋଧାଦିରୁ ହିତାହିତ ଜ୍ଞାନଶୂନ୍ୟ। — Maddened; one who has lost his reasoning power, being overcome with passion