ପାଗଳେଇ Pāgaḻei

  • ଦେ. ବିଣ — ପାଗଳ ବ୍ୟକ୍ତି ପରି; ବାତୁଳ ପ୍ରାୟ; ବାତୁଳ ସୁଲଭ — Befitting a mad man
  • ଦେ. ବି ଓ ବିଣ. ସ୍ତ୍ରୀ — ପାଗଳର ସ୍ତ୍ରୀଲିଙ୍ଗ — Feminine of Pāgaḻa