ପାଗଳେଇବା Pāgaḻeibā
- ଦେ. କ୍ରି — ବାତୁଳପରି ଗପିବା; ପ୍ରଳାପ କରିବା — To rave like a mad man
- ଦେ. କ୍ରି — (ସଂ. ପ୍ରୋଦ୍ଗାର) ପାଗୁଳାଇବା; ରୋମନ୍ଥ କରିବା — To ruminate
- ଦେ. କ୍ରି — ପାକଳାଇବା 4 (ଦେଖ) — ପାକଳାଇବା4(ଦେଖ)— . Pākaḻāibā 4. (See)
- ଦେ. କ୍ରି — କଥାରେ ଭଣ୍ଡାଇବା; ଭୁଲାଇବା — To wheedle; to cajole
- ଦେ. କ୍ରି — ଜ୍ଞାତବ୍ୟ ବିଷୟର ପ୍ରକୃତ ଉତ୍ତର ନ ଦେଇ ବା ପ୍ରକୃତ କଥା ନ କହି ଏଣୁ ତେଣୁ କହିବା — To prevaricate, to make evasive replies or statements