ପାଗ ହାଣ୍ଡି Pāga hāṇḍi

  • ଦେ. ବି—(ସଂ. ପାକ+ହଣ୍ଡିକା) — ପାକଶାଳାରେ ପାକାର୍ଥ ବ୍ୟବହୃତ ହାଣ୍ଡି; ପାକ ଭାଣ୍ଡ — Earthen cooking pots actually in use
  • ଦେ. ବି—(ସଂ. ପାକ+ହଣ୍ଡିକା) — ପାଗୁଆଳି ହାଣ୍ଡି (ଦେଖ) — Pāguāḻi hāṇḍi (See)