ପାଗ ଯୋଗ Pāga j̄oga
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ଶସ୍ୟାଦି ଆବାଦ ହେବା ପାଇଁ ଆବଶ୍ୟକ ଅନୁକୂଳ ସମୟ ଓ ଅନୁକୂଳ ପ୍ରକ୍ରିୟାମାନ — The proper season and operations for growing a crop
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ଅନୁକୂଳ ଅବସ୍ଥା; ସୁଯୋଗ — Favourable condition; opportunity
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ଅନୁକୂଳ ଅବସ୍ଥାମାନଙ୍କର ସମୁଚ୍ଚୟ — The aggregate and concatenation of all favourable conditions