ପାଗ ପଟୁକା Pāga paṭukā

  • ଦେ. ବି. (ସହଚର ଶବ୍ଦ; ସଂ. ପ୍ରଗ୍ରହ+ପଟ୍ଟକ) — ପୋଷାକ ପରିଚ୍ଛଦ — Dress
  • ଦେ. ବି. (ସହଚର ଶବ୍ଦ; ସଂ. ପ୍ରଗ୍ରହ+ପଟ୍ଟକ) — ମୁଣ୍ଡରେ ବାନ୍ଧିବା ପଗଡ଼ି ଓ ଅଣ୍ଟାରେ ବାନ୍ଧିବା କମରବନ୍ଧ — Turban and belt