ପାଖ Pākha
- ଦେ. ବି.—(ସଂ. ପାର୍ଶ୍ୱ;) — ପାର୍ଶ୍ୱ — Side
- ଦେ. ବି.—(ସଂ. ପାର୍ଶ୍ୱ;) — ନୈକଟ୍ୟ; ସାମୀପ୍ୟ — Nearness; vicinity; proximity
- ଦେ. ବି.—(ସଂ. ପାର୍ଶ୍ୱ;) — ଦେହର ପାର୍ଶ୍ୱ; କଡ଼ — Side of the body; flank
- ଦେ. ବି.—(ସଂ. ପାର୍ଶ୍ୱ;) — କୌଣସି ବସ୍ତୁ ବା ବ୍ୟକ୍ତି ବା ସ୍ଥାନକୁ ଲାଗିଥିବା ଅବସ୍ଥା — The state of adjoining a thing, person or place
- ଦେ. ବି.—(ସଂ. ପାର୍ଶ୍ୱ;) — ଦିଗ; ତରଫ; ଆଡ଼ — Quarter; direction
- ଦେ. ବି.—(ସଂ. ପାର୍ଶ୍ୱ;) — ବସ୍ତୁର ବା ସ୍ଥାନର କୌଣସି ଦିନର ସୀମା — The boundary of a thing or place on one side
- ଦେ. ବି.—(ସଂ. ପାର୍ଶ୍ୱ;) — ସନ୍ନିଧି; ସାନ୍ନିଧ୍ୟ; ସାମ୍ମୁଖ୍ୟ — One's presence; front; company
- ଦେ. ବି.—(ସଂ. ପାର୍ଶ୍ୱ;) — ବହୁତଳ ବିଶିଷ୍ଟ ବସ୍ତୁର ଗୋଟିଏ ତଳ — One surface of a thing having more than one surface
- ଦେ. ବି.—(ସଂ. ପାର୍ଶ୍ୱ;) — ଅଧିକାର; ରକ୍ଷଣାବେକ୍ଷଣ — Power of disposal; custody; control
- ଦେ. ବି.—(ସଂ. ପାର୍ଶ୍ୱ;) — (ଯଥା—ବର୍ତ୍ତମାନ ମୋ ପାଖରେ କୌଣସି ଚାକିରି ନାହିଁ।)
- ଦେ. ବି.—(ସଂ. ପାର୍ଶ୍ୱ;) — ସାହଚର୍ଯ୍ୟ; ଆନୁଚର୍ଯ୍ୟ — Companionship; attendance
- ଦେ. ବି.—(ସଂ. ପାର୍ଶ୍ୱ;) — (ସଂ. ପକ୍ଷ)—ପକ୍ଷ; ଦଳ — Party; side