ପାଖ ପଡ଼ିଶା Pākha paṟḍiṡā
- ଦେ. ବି (ସଂ. ପାର୍ଶ୍ୱ ଓ ପ୍ରତିବେଶୀ) — ନିକଟବର୍ତ୍ତୀ ପ୍ରତିବାସୀ — Near neighbour
- ଦେ. ବି (ସଂ. ପାର୍ଶ୍ୱ ଓ ପ୍ରତିବେଶୀ) — ପାଖ ପଡ଼ିଶା ସେ ବେନି କାନ୍ଥ ହେଲା ବେନି ମଧ୍ୟେ ଅନ୍ତରାଳ। ରାଧାନାଥ, କେଦାରଗୌରୀ।
- ଦେ. ବି (ସଂ. ପାର୍ଶ୍ୱ ଓ ପ୍ରତିବେଶୀ) — 2 ।ଗୃହର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ସ୍ଥାନମାନ — 2. Places in the neighbourhood of a person's house. — ଗୃହର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ସ୍ଥାନମାନ— . Places in the neighbourhood of a person's house
- ଦେ. ବି (ସଂ. ପାର୍ଶ୍ୱ ଓ ପ୍ରତିବେଶୀ) — ଗୃହର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ସ୍ଥାନମାନ — Places in the neighbourhood of a person's house
- ଦେ. ବିଣ. — ଗୃହର ନିକଟରେ ବାସ କରୁଥିବା; ସାଇପଡ଼ିଶା — (a person) Living in the neighbourhood of a person's house