ପାଖ ଲୋକ Pākha loka

  • ଦେ. ବି.—(ସଂ. ପାର୍ଶ୍ୱଲୋକ) — ପାର୍ଶ୍ୱଚର — Companion
  • ଦେ. ବି.—(ସଂ. ପାର୍ଶ୍ୱଲୋକ) — ଅନୁଚର — Attendant; personal servant
  • ଦେ. ବି.—(ସଂ. ପାର୍ଶ୍ୱଲୋକ) — ଅର୍ଦ୍ଦଳୀ; ଚାକର — Orderly; Servant
  • ଦେ. ବି.—(ସଂ. ପାର୍ଶ୍ୱଲୋକ) — ଦୁରବିନ୍ଦରେ ଚାହିଁ ଦେଲା, ପାଖଲୋକକୁ ପଚାରିଲା, ଏ କ୍ୟା? ଫକୀରମୋହନ. ଗଳ୍ପସ୍ୱଳ୍ପ।