ପାଖରେ Pākhare
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ନିକଟରେ; — Near; at hand
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ଘୃତଘଟକୁ ଶିଖି ଶିଖା ପାଖରେ ରଖି। କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଘ ଗୀତ।
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକ ବ୍ୟକ୍ତି) ଠାରେ; ସଙ୍ଗରେ — With (a person)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଯଥା—ତା ପାଖରେ ବର୍ତ୍ତମାନ ଧନ ନାହିଁ।)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକ ସଙ୍ଗେ) ତୁଳନାରେ — In comparision with (a person or thing)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଯଥା—ପଢ଼ା ବିଷୟରେ ରାମ ପାଖରେ ଶାମ କିଛି ନୁହେଁ।)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକର) ସାହଚର୍ଯ୍ୟ ବା ସହବାସରେ — In the companionship of (a person)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକର) ସେବାରେ — In the service of
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକର) ସହାୟକ ସ୍ୱରୂପ — As a helper of (a person.)
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ଏକ ସଙ୍ଗରେ; କଡ଼ରେ — Together with; by the side of
- ଦେ. ଅ (ପାଖ ଶବ୍ଦରେ 7 ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ପାଖରେ ଶୁଏ, କାନରେ କୁହେ, ତା କଥା କି ଅନାସ୍ତ ହୁଏ। ଢଗ।