ପାଖରୁ Pākharu
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ନିକଟରୁ — From
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ନିକଟବର୍ତ୍ତୀ ସ୍ଥାନରୁ — From an adjacent place
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — ଅମୁକର ଅଧିକାରରୁ ବା ଦଖଲରୁ — From the control or possession of
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକର) ଅଭିଭାବକତ୍ୱ ବା ଶିକ୍ଷକତ୍ୱର ଅଧୀନତାରୁ — From the guardianship or tutorship of (a person)
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଯଥା— ମୁଁ ପିଲାକୁ ଚାହାଳିର ଅବଧାନଙ୍କ ପାଖରୁ ଉଠାଇଆଣି ଇସ୍କୁଲ ମାଷ୍ଟରଙ୍କ ପାଖରେ ଛାଡ଼ି ଦେଇଛି।)
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକର) ସାହଚର୍ଯ୍ୟରୁ — From the company or companionship (of a person.)
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକ ନିକଟରେ କରିବା) ଚାକିରିରୁ ବା ସେବାରୁ — From the service of (a person)
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — (ଅମୁକ) ଦିଗରୁ — From the quarter or direction of
- ଦେ. ଅ. (ପାଖ ଶବ୍ଦରେ 5 ମୀ ବିଭକ୍ତି ସୂଚକ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ) — [ଦ୍ର—ବାଲେଶ୍ୱର ଅଞ୍ଚଳରେ 'ଘର ପାଖରୁ' ଶବ୍ଦ ଘରଠାରୁ ଅର୍ଥରେ ବ୍ୟବହୃତ ହୁଏ।]