ପାକୁଳି କରିବା Pākuḻi karibā
- ଦେ. କ୍ରି. (ସଂ. ପ୍ରୋଦ୍ଗାର) — ରୋମନ୍ଥ କରିବା — To ruminate; to chew the cud
- ଦେ. କ୍ରି. (ସଂ. ପ୍ରୋଦ୍ଗାର) — ପାକଳେଇବା; ଦନ୍ତହୀନ ବ୍ୟକ୍ତି ଖାଦ୍ୟ ଦ୍ରବ୍ୟକୁ କଳର ଏ ପାଖ ସେପାଖ ଗଡ଼ାଇବା — To roll the food inside the mouth from one side to the other without chewing
- ଦେ. କ୍ରି. (ସଂ. ପ୍ରୋଦ୍ଗାର) — ନ ଚୋବାଇ ଗିଳିବା — To swallow a thing without chewing