ପାକୁ ପାକୁ Pāku pāku
- ଦେ. ଅ. (ଧ୍ୱନ୍ୟନୁକରଣ) — ଉପର୍ଯ୍ୟୁପରି ପାଟିକୁ ଆଁ କରି ପୁଣି ବନ୍ଦ କରିବା; ଟାକୁ ଟାକୁ — Alternately opening & shutting the mouth
- ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ମାଛଯାକ ଶୁଖିଲାରେ ପଡ଼ି ପାଟି ପାକୁ ପାକୁ କରୁ ଅଛନ୍ତି।)
- ଦେ. ଅ. (ଧ୍ୱନ୍ୟନୁକରଣ) — ମୁମୂର୍ଷୁ ବ୍ୟକ୍ତିର କ୍ଷୀଣ ନିଶ୍ୱାସ ସହ ପାଟିକୁ ମେଲିବା ଓ ବନ୍ଦ କରିବା — Feeble gaspings of a dying man accompanied with alternate opening and shutting of the lips
- ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ବୁଢ଼ା ଆସି ପାକୁ ପାକୁ ହେଲାଣି।)
- ଦେ. ଅ. (ଧ୍ୱନ୍ୟନୁକରଣ) — ସମ୍ମୁଖରେ ଉପସ୍ଥିତ ଖାଦ୍ୟର ଲାଳସାରୁ ପାଟିକୁ ଉପର୍ଯ୍ୟୁପରି ମେଲିବା ଓ ବନ୍ଦ କରିବା; ଟାକୁ ଟାକୁ — Repeated opening and shutting of the mouth in eager hankering after some dainty food when it is before one's eyes
- ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ବାଘ ଆଧାର ଦେଖି ପାଟିକୁ ପାକୁ ପାକୁ କରୁଛି।