ପାକସ୍ଥଳୀ Pākasthaḻī

  • ସଂ. ବି.—( 6 ଷ୍ଠୀ ତତ୍; ପାକ+ସ୍ଥଳୀ) — ପୁଟୀ; ପେଟ ମଧ୍ୟରେ ଯେଉଁ ମୁଣାରେ ଖାଦ୍ୟ ଜୀର୍ଣ୍ଣ ହେବା ସମୟରେ ରହେ; ପକ୍ୱାଶୟ — Stomach; digestive organ