ପାକଶାଳା Pākaṡālā
- ସଂ. ବି—( 6 ଷ୍ଠୀ ତତ୍; ପାକ+ଶାଳା) — ହାଣ୍ଡିଶାଳ; ରନ୍ଧନ ଶାଳା; ରାନ୍ଧଣା ଘର — Cook room; kitchen
- ସଂ. ବି—( 6 ଷ୍ଠୀ ତତ୍; ପାକ+ଶାଳା) — [ଦ୍ର—ହିନ୍ଦୁ ଶାସ୍ତ୍ରମତରେ ବାସଗୃହର ପୂର୍ବ ଦକ୍ଷିଣ (ଅଗ୍ନି) କୋଣରେ ଗୃହସ୍ଥ ପାକଶାଳା ନିର୍ମାଣ କରିବେ ଓ ଧୂଆଁ ବାହାରିଯିବା ପାଇଁ ଘରର ଛାତରେ ଗୋଟିଏ ଛୋଟ ଖିଡ଼ିକି କରିବେ—ହି. ଶ.।]