ପାକଳେଇବା Pākaḻeibā

  • ଦେ. କ୍ରି—(ସଂ. ପକ୍ୱ) — ପଚାଇବା — To cause ripeness
  • ଦେ. କ୍ରି—(ସଂ. ପକ୍ୱ) — ସୂତା ଆଦିକୁ ବଳି ପାକଳ କରିବା — To twist yarn or fibres well
  • ଦେ. କ୍ରି—(ସଂ. ପକ୍ୱ) — ଫୁସୁଲେଇବା — To wheedle; to cajole
  • ଦେ. କ୍ରି—(ସଂ. ପକ୍ୱ) — (ସଂ. ପ୍ରକ୍ଷାଳନ) ଭକ୍ଷ୍ୟ ଦ୍ରବ୍ୟକୁ ଦାନ୍ତରେ ନ ଚୋବାଇ ଏ କଳରୁ ସେ କଳକୁ ଜିଭ ଦ୍ୱାରା ଚଳାଇବା — To cause food to slide from one side of the mouth to the other without chewing it
  • ଦେ. କ୍ରି—(ସଂ. ପକ୍ୱ) — (ସଂ. ପ୍ରୋଦ୍ଗାର) ପାକୁଳି କରିବା; ରୋମନ୍ଥ କରିବା — To ruminate