ପାକଲା Pākalā
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — ପାଚିଲା; ପକ୍ୱ (ଫଳ) — Ripe (fruit)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — (ସଂ. ପ୍ରକ୍ଷାଳିତ) ପାଣିରେ କଷ କରାଯାଇ- ଥିବା ସୁରଞ୍ଜିତ (ଗାମୁଛା) — Tinted reddish yellow, being seasonably immersed in water
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — (ଯଥା—ପାକଲା ଗାମୁଛା)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — ଶୁଭ୍ର — White; grey (hair)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — (ଯଥା—ପାକଲା ବାଳ, ପାକଲା ଦାଢ଼ି।)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — ବହୁଦିନ ବ୍ୟବହୃତ ହେବା ଯୋଗୁଁ ଓ ତେଲ ଆଦି ମରା ଯିବାରୁ ରକ୍ତାଭ ହୋଇଥିବା (ବାଉଁଶ ବାଡ଼ି) — (a bamboo stick) Which has assumed a reddish yellow tint by being used and handled for a very long time and smeared with oil
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — (ଯଥା—ପାକଲା ବାଡ଼ି।)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — ଘିଅ ବା ତେଲ ଆଦି ବହୁକାଳ ପୂରା ଯାଇଥିବାରୁ ଯେଉଁ ମାଟି ଘଡ଼ିର ରନ୍ଧ୍ରମାନ ତେଲ ବା ଘିଅ ପିଇଥାଏ; ସଡ଼ — (earthen pot) The pores of which have become saturated with oil or ghee by constant use
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — (ଯଥା—ପାକଲା ଘଡ଼ି)
- ଗ୍ରା. ବିଣ. (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂ. ପକ୍ୱ) — ଯେଉଁ ବ୍ରଣ ଆଦିରେ ପୂଜ ହୋଇଅଛି — Ripe (boil); suppurated