ପାକଲା ବାଡ଼ି Pākalā bāṟḍ̠i

  • ଦେ. ବି — ଯେଉଁ ବାଉଁଶ ବାଡ଼ି ବହୁଦିନ ବ୍ୟବହାର କରାଯିବାରୁ ଓ ସମୟେ ସମୟେ ତହିଁରେ ତେଲ ବୋଳାଯିବାରୁ ରକ୍ତାଭ ହଳଦିଆ ଦେଖାଯାଉଥାଏ — A bamboo walking stick which has assumed a yellowish tint by being handled for a long time and now and then besmeared with oil