ପାକ ଯନ୍ତ୍ର Pāka j̄antra

  • ସଂ. ବି — ରନ୍ଧନାର୍ଥ ବ୍ୟବହୃତ ବୈଜ୍ଞାନିକ ଚୁଲ୍ଲୀ — Oven constructed on scientific principles for cooking
  • ସଂ. ବି — ବୈଜ୍ଞାନିକ ଉପାୟରେ ଔଷଧାଦି ପାକ କରିବାପାଇଁ ବ୍ୟବହୃତ ଯନ୍ତ୍ର (ଜ୍ଞାନେନ୍ଦ୍ର) — Scientific apparatus used for boiling medicines
  • ସଂ. ବି — ପାକସ୍ଥଳୀ; ଜଠରର ଯେଉଁ ସ୍ଥାନରେ ଭୁକ୍ତ ଦ୍ରବ୍ୟର ପରିପାକ ହୁଏ — Digestive organ; stomach