ପାଉଣ୍ଡିଆ Pāuṇḍiā
- ଦେ. ବିଣ. (ଇଂ ପାଉଣ୍ଡ ସଙ୍ଗେ ଓଡ଼ିଆ ଇଆ ପ୍ରତ୍ୟୟ; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଲାଗେ ଯଥା— 24 ପାଉଣ୍ଡିଆ କାଗଜ) — ଯେଉଁ ବସ୍ତୁର ଓଜନ ଏତେ ପାଉଣ୍ଡ — Of the weight of so many pounds
- ଦେ. ବିଣ. (ଇଂ ପାଉଣ୍ଡ ସଙ୍ଗେ ଓଡ଼ିଆ ଇଆ ପ୍ରତ୍ୟୟ; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଲାଗେ ଯଥା— 24 ପାଉଣ୍ଡିଆ କାଗଜ) — ଯେଉଁ କାଗଜର ଏକ ରିମ୍ର ଓଜନ ଏତେ ପାଉଣ୍ଡ — (paper) Of which one ream weighs so many pounds
- ଦେ. ବିଣ. (ଇଂ ପାଉଣ୍ଡ ସଙ୍ଗେ ଓଡ଼ିଆ ଇଆ ପ୍ରତ୍ୟୟ; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଲାଗେ ଯଥା— 24 ପାଉଣ୍ଡିଆ କାଗଜ) — (ଯଥା—ଚବିଶି ପାଉଣ୍ଡିଆ ଡବଲଫୁଲ୍ସକାପ୍ କାଗଜ।)