ପାଉଁଶିଆ Pāuñṡiā

  • ଦେ. ବିଣ. (ସଂ. ପାଂଶୁଳ) — ପାଂଶୁବର୍ଣ୍ଣବିଶିଷ୍ଟ; ପାଉଁଶ ପରି ବର୍ଣ୍ଣବିଶିଷ୍ଟ; ମାଟିଆ — Ashy; ash-coloured
  • ଦେ. ବିଣ. (ସଂ. ପାଂଶୁଳ) — ପାଉଁଶ ବୋଳା ହୋଇଥିବା — Besmeared with ashes