ପାଉଁରୁଟି Pāuñruṭi

  • ପାଉଁରୋଟି, ପାଓଁରୋ(ରୁ)ଟି ଅନ୍ୟରୂପ ରୋଟୀ=ତାୱାରେ ସେକା ଗହମ ଅଟାର ପିଠା) — ଅଟାରେ ଖମ୍ବିରା ବା ଏକପ୍ରକାର ଚୂନା ମିଶାଯାଇ ଦହକ ନିଆଁର ଧାସରେ ସିଦ୍ଧ ଏକପ୍ରକାର ଫୁଲୁକା ରୁଟୀ — Loaf