ପାଇପ୍ Pāip

  • ବୈଦେ. ବି—(ଇଂ. ପାଇପ୍) — ନଳ — Tube
  • ବୈଦେ. ବି—(ଇଂ. ପାଇପ୍) — ଏକସ୍ଥାନରୁ ଅନ୍ୟ ସ୍ଥାନକୁ ପାଣି ନେବା ପାଇଁ ବ୍ୟବହୃତ ଧାତୁ ଆଦିର ବଡ଼ ନଳ — Water-pipe