ପାଇଣ୍ଡା Pāiṇṭā
- ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମର ଓଡିଆ ଅସ୍ପୃଶ୍ୟ ଜାତିବିଶେଷ — A class of untouchable Oriās in Ganjam
- ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏମାନେ ଓଡ଼ିଶାର ପାଣ ଶ୍ରେଣୀର ଅଟନ୍ତି।]
- ପ୍ରାଦେ. (ବାଲେଶ୍ୱର) ବି — ଛଦାମଠାରୁ ଆହୁରି କମ୍ ମୂଲ୍ୟର ଧନର ପରିମାଣ — An amount less than 1\4 of a pice