ପାଇନ୍ Pāin

  • ପ୍ରାଦେ. (ସମ୍ବଲପୁର) ବି—ପାଣି — Water
  • ପ୍ରାଦେ. (ମେଦିନୀପୁର)—ସୁନାରେ ଝଳା ଯିବା ନିକୃଷ୍ଟ ଧାତୁ — Alloy used in soldering gold