ପାଇଚ୍ଛା Pāichchhā

  • ବୈଦେ. ବି. (ଫା. ପାଦ୍ଶାହ୍; ପାଦ୍=ସିଂହାସନ+ଶାହ୍=ସ୍ୱାମୀ) — ବାଦସାହା; ରାଜା; ସମ୍ରାଟ — King; emperor; sovereign
  • ବୈଦେ. ବି. (ଫା. ପାଦ୍ଶାହ୍; ପାଦ୍=ସିଂହାସନ+ଶାହ୍=ସ୍ୱାମୀ) — (ଯଥା—ଝାଡ଼୍ ଖଣ୍ଡ ପାଇଚ୍ଛା, ହକ୍ ନାକ୍ ପାଇଛା।)
  • ବୈଦେ. ବି. (ଫା. ପାଦ୍ଶାହ୍; ପାଦ୍=ସିଂହାସନ+ଶାହ୍=ସ୍ୱାମୀ) — ଗଞ୍ଜପା ସାରର 12 ସଂଖ୍ୟା ଯୁକ୍ତ ଚିତ୍ର; ରାଜା ଚିହ୍ନିତ ସାର — ଗଞ୍ଜପା ସାରର1ସଂଖ୍ୟା ଯୁକ୍ତ ଚିତ୍ର; ରାଜା ଚିହ୍ନିତ ସାର— . The card representing 1 (king) in the Gan̄japā game
  • ବୈଦେ. ବି. (ଫା. ପାଦ୍ଶାହ୍; ପାଦ୍=ସିଂହାସନ+ଶାହ୍=ସ୍ୱାମୀ) — [ଦ୍ର—ଏଥିରେ ଗାଡ଼ି ବା ରଥରେ ରାଜାଙ୍କର ଚିତ୍ର ଥାଏ।]