ପାଇକାନ୍ ଜାଗିରି Pāikān jāgiri

  • ଦେ. ବି — ପାଇକମାନଙ୍କୁ ଯୁଦ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ବେତନ ପରିବର୍ତ୍ତରେ ଦିଆ ଯାଇଥିବା ଜାଗିରି ଜମି — Service tenures granted to Pāikas