ପାଇକରା Pāikarā

  • ଦେ. ବି. (ସଂ. ପଦାତିକ+ରାଜ) — ଓଡ଼ିଶା ରାଜାଙ୍କ ପ୍ରଦତ୍ତ ପାଇକ ଓ ଖଣ୍ଡାଇତମାନଙ୍କର ଉପାଧିବିଶେଷ — A title given by Rajas to Paiks
  • ଦେ. ବି. (ସଂ. ପଦାତିକ+ରାଜ) — [ଦ୍ର—ଏହା ବର୍ତ୍ତମାନ ବଂଶଗତ ଉପାଧିରେ ପରିଣତ ହୋଇ ଅଛି।]