ପାଇ ଯିବା Pāi j̄ibā

  • ଦେ. କ୍ରି — ପ୍ରାପ୍ତ ହେବା — To get
  • ଦେ. କ୍ରି — (ସ୍ଥାନରେ) ଉପସ୍ଥିତ ହେବା — To arrive at; to reach
  • ଦେ. କ୍ରି — ସେହିକାଳେ ତାଙ୍କମାନଙ୍କ ସମୀପେ, ବ୍ୟାସ ମହଋଷି ପାଇଗଲେ ଆପେ। କୃଷ୍ଣସିଂହ, ମହାଭାରତ, ଆଦି
  • ଦେ. କ୍ରି — (କାଳ) ଉପସ୍ଥିତ ହେବା — (the time) To come
  • ଦେ. କ୍ରି — ପ୍ରସବକାଳ ମୋ ନିକଟେ ଯିବ ପାଇ ଖାଇବାକୁ କିଣି ବରାଟୁଟିଏ ନାହିଁ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି — ଅତିବାହିତ ହେବା; ବିତି ଯିବା — To pass; to expire
  • ଦେ. କ୍ରି — ଚାହୁଁ ଚାହୁଁ ବର୍ଷେ ପାଇଗଲା। ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ।
  • ଦେ. କ୍ରି — (କାଳ ବା ସ୍ଥାନ)—ନିକଟବର୍ତ୍ତୀ ହେବା — To approach (a place or time)
  • ଦେ. କ୍ରି — ପାହିବା; ପ୍ରଭାତ ହେବା — To dawn