ପାଇ କରିବା Pāi karbiā

  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) କ୍ରି. (ତୁଳ. ହିନ୍ଦୀ. ପହଲୁ ପର୍ ଲେନା) — ପିଲାମାନଙ୍କୁ କାଖେଇବା; କାଖ କରିବା — To carry children on one's sides or flanks above the waist