ପାଆଧୁଆ କଂସା Pā-ādhuā kaṁsā

  • ଦେ. ବି — ଯେଉଁ କଂସାରେ ବିବାହ ବେଦି ଉପରେ ଶଳା ଭିଣୋଇର ଗୋଡ଼ ଧୋଇ ଦିଏ — The metal basin used in washing the feet of the bridegroom